Browsing Tag

Matric Summative Assessment-1 exam starts from 23; Admit card available today

୨୩ରୁ ମାଟ୍ରିକ୍‌ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ; ଆଜିଠୁ ମିଳିବ ଆଡମିଟ୍‌ କାର୍ଡ

ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା। ନଭେମ୍ବର ୨୩ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ପରୀକ୍ଷା ଚାଲିବ। ଏ ନେଇ ବୋର୍ଡ କର୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ତେବେ ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍‌ କାର୍ଡ ମିଳିବ। ଛାତ୍ରୀଛାତ୍ର ବୋର୍ଡ…