ମାର୍କେଟ୍ ବିଲ୍ଡିଂ ବିବାଦ: ଉଠାଦୋକାନୀଙ୍କ ପାଇଁ ୩ ଜାଗା ଚିହ୍ନଟ
ବିଏମ୍ସି-ସେଣ୍ଟ୍ରାଲ ମାର୍କେଟ ସଂଘ-ଉଠାଦୋକାନୀ ମଧ୍ୟରେ ଲାଗିଥିବା ବିବାଦର ପୂର୍ଣ୍ଣଛେଦ ପଡ଼ିବ । ଉଠାଦୋକାନୀଙ୍କୁ ମାର୍କେଟ ବିଲ୍ଡିଂ ପରିସରରୁ ସ୍ଥାନାନ୍ତର କରାଯିବ । ଏନେଇ ୟୁନିଟ-୨ରେ ୩ଟି ଜାଗା ଚିହ୍ନଟ କରାଯାଇଛି । ଜିଏ ବିଭାଗ ପାଖରୁ ସବୁଜ ସଙ୍କେତ ମିଳିବା ପରେ ଥଇଥାନ କରାଯିବ ବୋଲି…