Browsing Tag

Market building closed

ବନ୍ଦ ହେଲା ମାର୍କେଟ ବିଲ୍ଡିଂ

ବନ୍ଦ ହେଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଉତ୍ତେଜନା ପରେ ଏଭଳି ନିଷ୍ପତି ନେଇଛି ସଂଘ । କିଛିଦିନ ତଳେ ଅସ୍ଥାୟୀ…