ମନୀଷ ଦାସଙ୍କ ମୃତଦେହ ଉଦ୍ଧାର ମାମଲା, ଡାଏଟମ ଟେଷ୍ଟ ପ୍ରକ୍ରିୟା ଆରମ୍ଭ କଲା କମିଶନରେଟ ପୋଲିସ
ଭୁବନେଶ୍ୱର: ଭୁବନେଶ୍ୱର ପାତ୍ରପଡା ମନୀଷ ଦାଶ ହତ୍ୟା ମାମଲା । ଡାଏଟମ ଟେଷ୍ଟ ପାଇଁ ପକ୍ରିୟା ଆରମ୍ଭ କଲା କମିସନରେଟ ପୋଲିସ । ଟେଷ୍ଟ ପାଇଁ ପୋଖରୀ ପାଣିର ସାମ୍ପୁଲ ସଂଗ୍ରହ କଲା ପୋଲିସ । ପୋଖରୀ ଓ ମୃତଦେହ ଭିତରୁ ପାଣିକୁ ଫରେନସିକ ଲାଵକୁ ପଠାଇବ ପୋଲିସ । ଆଜି ଫରେନସିକ ଲ୍ୟାବକୁ ପଠାଯିବ…