୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର ହେଲେ ମାନସ ଚୌଧୁରୀ
କଂଗ୍ରେସ ନେତା ମାନସ ଚୌଧୁରୀ ବହିଷ୍କୃତ । ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି।ଦଳ ବିରୋଧୀ କାର୍ଯ୍ୟ ପାଇଁ ମାନସ ଚୌଧୁରୀଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ପିସିସି ସଭାପତି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ମାନସ ଚୌଧୁରୀ…