ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି
ଭୁଶୁଡ଼ି ପଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି। ରାତିରେ ବର୍ଷା ପବନ ଯୋଗୁ ପାଚେରି ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି। ୨୦ରୁ ୩୦ ମିଟର ପର୍ୟ୍ୟନ୍ତ ପାଚେରି ଭୁଶୁଡ଼ି ପଡ଼ିଛି। ଏଥିରେ କାହାର କିଛି କ୍ଷତି ଘଟିନାହିଁ। ଏୟାରପୋର୍ଟର ପାଚେରି ନିମ୍ନମାନର କାମ ଯୋଗୁ ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଲୋକେ…