Breaking News ସଂସଦରୁ ମହୁଆ ମୋଇତ୍ରା ବହିଷ୍କୃତ ଓଡିଶା ଫାଷ୍ଟ ବ୍ୟୁରୋ Dec 8, 2023 0 ସଂସଦରେ ପ୍ରଶ୍ନ ପରାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମ୍ପି ମହୁଆ ମୋଇତ୍ରାଙ୍କୁ ଶୁକ୍ରବାର ଲୋକସଭାରୁ ବହିଷ୍କୃତ ହୋଇଛନ୍ତି। ଲୋକ ସଭାରେ ଆଗତ କରାଯାଇଥିବା 'ଏଥିକ୍ସ କମିଟି' ରିପୋର୍ଟ ଆଧାରରେ ସେ ବହିଷ୍କୃତ ହୋଇଥିବା ଜଣାପଡିଛି।