ମା’ ଶାରଳାଙ୍କ ପୀଠକୁ ମୋବାଇଲ ଓ କ୍ୟାମେରା ମନା
ଜଗତସିଂହପୁରର ଆରାଧ୍ୟଦେବୀ ମାଆ ଶାରଳାଙ୍କ ପୀଠକୁ ମୋବାଇଲ ଓ କ୍ୟାମେରା ନେବା ମନା । ମାଆଙ୍କ ବିଗ୍ରହର ଫଟୋ କିମ୍ବା ବେଢ଼ା ପରିସରର ଫଟୋ ଉଠାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ମନ୍ଦିର ଭିତରକୁ ପଲିଥିନ ମଧ୍ୟ ନିଷେଦ୍ଧ କରାଯାଇଛି । ଅବିବାହିତ ବା ବ୍ରତ ହୋଇନଥିବା ସେବାୟତଙ୍କୁ ମଧ୍ୟ…