ଭୁବନେଶ୍ବର ଗଣ୍ଡମୁଣ୍ଡାରୁ ଲୁଟ୍
ରାଜଧାନୀ ଭୁବନେଶ୍ବର ଗଣ୍ଡମୁଣ୍ଡାରୁ ବଡ଼ ଧରଣର ଲୁଟ୍ । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଲୁଟ । ଘରେ ଶୋଇଥିବା ବେଳେ ଭୋର ୫ଟା ସମୟରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରୁ ପ୍ରାୟ ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୮ ଲକ୍ଷ ଟଙ୍କାର ଗହଣା ଲୁଟ୍ ହୋଇଥିବା ନେଇ…