Browsing Tag

lockdown 5

ଲକଡାଉନ୍ ୫.୦ରେ ଏହିସବୁ ନିୟମ ଲାଗୁ ହେବ! ଏହି ୧୧ ସହରରେ ବଳବତର ରହିବ କଟକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତମାନ ଦେଶରେ ଲକ୍ ଡାଉନ୍ ର ୪ର୍ଥ ପର୍ଯ୍ୟାୟ ଜାରି ରହିଛି । ଯାହା ୩୧ତାରିଖ ମଧ୍ୟ ରାତ୍ରିରେ ଶେଷ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଲକ୍ ଡାଉନ୍ ୫କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇସାରିଛି । ତେବେ ଲକ୍ ଡାଉନ୍ ୫ରେ କେଉଁ ନିୟମ ଜାରି ରହିବ ଏବଂ କେଉଁ…