ଦେଖନ୍ତୁ ନୀଳାଦ୍ରି ବିଜେ ର ସିଧାପ୍ରାସରଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ଭିତରକୁ ବହୁଡୁଛନ୍ତି ତିନି ଠାକୁର । ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରାର ଏହା ଅନ୍ତିମ ପର୍ବ । ଆଜି ଶ୍ରୀଜିଉ ନୀଳ କନ୍ଦରକୁ ଫେରିବା ପରେ ରତ୍ନବେଦୀରେ ବିରାଜମାନ କରିବେ ।
https://youtu.be/bWam3zKBRtI