ଏଣିକି ପ୍ରଶ୍ନପତ୍ର ଲିକ୍ କଲେ ଆଜୀବନ ଜେଲ୍ ସହ ୧୦ କୋଟି ଟଙ୍କା ଜରିମାନା
ପ୍ରଶ୍ନପତ୍ର ପ୍ରଘଟ ଉପରେ କଟକଣା ଲଗାଇବା ପାଇଁ ଉତ୍ତରାଖଣ୍ଡ ସରକାର କଠୋର ଆଇନ ଆଣିଛନ୍ତି। ସରକାର ନକଲ ବିରୋଧୀ ଆଇନର ଅଧ୍ୟାଦେଶ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ (ସୋନି) 'ଉତ୍ତରାଖଣ୍ଡ କମ୍ପିଟେଟିଭ ଏକ୍ଜାମ ଅଧ୍ୟାଦେଶ-୨୦୨୩'କୁ ମଞ୍ଜୁରି…