ପରୀକ୍ଷା ନେଇ କେନ୍ଦ୍ରକୁ ପୁନର୍ବାର ଚିଠି ଲେଖିଲେ ମନ୍ତ୍ରୀ ଅରୁଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଣ୍ଡରଗ୍ରାଜୁଏଟ୍ ଏବଂ ପୋଷ୍ଟଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟାର ପରୀକ୍ଷା ନେଇ କେନ୍ଦ୍ରକୁ ପୁନର୍ବାର ଚିଠି ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡା ଅରୁଣ ସାହୁ । ଜୁଲାଇ ୬ ତାରିଖରେ ୟୁଜିସି ଦ୍ୱାରା ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ…