କରୋନା ପରେ ଚାଇନାରେ କାୟା ମେଳିଲାଣି ଲଙ୍ଗ୍ୟା, ଜଣାନ୍ତୁ ଏହା କିପରି ହୁଏ ଓ ଏହାର ଭୟାବହତା ବିଷୟରେ କିଛି
ଚାଇନାର ସାନଡଙ୍ଗ ଏବଂ ହେନାନ ପ୍ରୋଭିନସେସ୍ରେ ୩୫ ଜଣଙ୍କଠାରେ ଏକ ନୂତନ ଭୂତାଣୁ ଲଙ୍ଗ୍ୟା ହେନିପାଭାଇରସ୍ ସଂକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଏହା ହେଣ୍ଡ୍ରା ଏବଂ ନିପା ଭାଇରସ୍ ସହିତ ଜଡିତ, ଯାହା ମଣିଷ ଶରୀରେ ରୋଗ ସୃଷ୍ଟି କରିଥାଏ । ନୂଆ ଭୂତାଣୁ ବାବଦରେ କୌଣସି ସଠିକ୍ ତଥ୍ୟ ସ୍ପଷ୍ଟ…