Browsing Tag

lake gold

ଭାରତର ଏହି ହ୍ରଦରେ କୋଟି କୋଟି ଟଙ୍କାର ସୁନା-ରୂପା ଭଣ୍ଡାର ରହିଛି

ହିମାଚଳ ପ୍ରଦେଶକୁ ଭାରତରେ ଦେବ ଭୁମି ନାମରେ ଜଣାଯାଏ। କାରଣ ଏହି ସ୍ଥାନର ପ୍ରତ୍ୟେକ କୋଣରେ ରହସ୍ୟ ଲୁଚି ରହିଛି। ଜଳ ପ୍ରଳୟ, ପୃଥିବୀରେ ଜନ୍ମ ହୋଇଥିବା ପ୍ରଥମ ମଣିଷର ରହସ୍ୟ, ମହାଭାରତ ସମୟର କୌରବ ଏବଂ ପାଣ୍ଡବଙ୍କ ସହିତ ଜଡିତ ଅନେକ ଆକର୍ଷଣୀୟ ଏବଂ ରହସ୍ୟମୟ ଜିନିଷ ଏଠାରେ ଦେଖିବାକୁ ମିଳେ।…