Browsing Tag

Konark will be the first solar city in the state

ରାଜ୍ୟର ପ୍ରଥମ ସୋଲାର ସିଟି ହେବ କୋଣାର୍କ

ରାଜ୍ୟର ପ୍ରଥମ ସୋଲାର ସିଟି ହେବାକୁ ଯାଉଛି କୋଣାର୍କ । ଆସନ୍ତା ୨୦୨୩ ମସିହା ଶେଷ ସୁଦ୍ଧା ଏହି ସୋଲାର ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେବ । ସୌରଶକ୍ତି ଦ୍ୱାରା ଆଲୋକିତ ହେବ କୋଣାର୍କ ସୂର୍ଯ୍ୟମନ୍ଦିର ସମେତ ସାରା ସହର । ଏଥିପାଇଁ ଜୁନାଗଡ଼ ତେନ୍ତୁଳିପଦାଠାରେ ୧୦ ମେଗାୱାଟ ବିଶିଷ୍ଟ ସୌର ପ୍ରକଳ୍ପ…