Browsing Tag

Killing at least 32 people

ନିଆଁରେ ଜଳିଗଲେ ୩୨ ଜଣ

ଦକ୍ଷିଣ ଭିଏତ୍‌ନାମରେ ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ସରକାରୀ ମିଡିଆ ରିପୋର୍ଟ ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବିହ୍ନ ଦୁଓଙ୍ଗ ପ୍ରାନ୍ତର ଥୁଆନ ସହରରେ ଥିବା ଏକ ବହୁତଳ ବିଶିଷ୍ଟ ଅଟ୍ଟାଳିକାରେ ନିଆଁ ଲାଗି ଯାଇଥିଲା। ନିଆଁର ତେଜ…