Browsing Tag

Kendrapada

ଚାକିରୀ ଗଲା ସୁନା କାନଫୁଲ ବି ହଜିଲା, କାନ୍ଦି କାନ୍ଦି କହିଲେ ଆଶା ସାଥି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡା ଜିଲ୍ଲାରେ ଆଶା ସାଥି ଏ.ଆଇ.ୟୁ.ସି କମିଟିର ବିକ୍ଷୋଭ । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାର ୭୧ ଜଣ ଆଶା ସାଥୀଙ୍କୁ ଚାକିରିରୁ ବହିଷ୍କୃତ କରିବା କୁ ନେଇ ଆଶା ସାଥି ଏ.ଆଇ.ୟୁ.ସି କମିଟିର ବିକ୍ଷୋଭ । ଆଶା ସାଥୀଙ୍କ ଦ୍ୱାରା ଜିଲ୍ଲାପାଳ ଙ୍କ…

ଟଙ୍କା ପାଇଁ ପ୍ରେମିକ ଭାଇରାଲ୍‌ କଲା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟଙ୍କା ପାଇଁ ପ୍ରେମର ଅନ୍ତରଙ୍ଗ ମୁହୂର୍ତ୍ତ କୁ ଭାଇରାଲ୍‌ କଲା ପ୍ରେମିକ । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ। ପ୍ରେମିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ,…

ଭୋଜି ଖାଇବାକୁ ଡାକି ନେଲା ପ୍ରତିଶୋଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନସ୍ଥ ଧୁମାତ ମଠ ସାହିର ସନ୍ତୋଷ ମଲିକ (୨୦) ନାମକ ଜଣେ ଯୁବକକୁ ଭୋଜି ଖାଇବାକୁ ଡାକି ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ତରଫରୁ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଧୁମାତ ମଠ ସାହିର ସୁନାକରଙ୍କ ପରିବାର ସହ…

ପ୍ରେମ କରିବା ପଡିଲା ମହଙ୍ଗା, ଉଲଗ୍ନ କରି ମାରିଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମ ବଦଳରେ ଦଣ୍ଡ ମିଳିଲା ଉଲଗ୍ନ କରି ମାଡ ମାରିବା । ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ ରେକ୍ଟା ଗାଁରୁ । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ…

ବିଚିତ୍ର ନବୀନଙ୍କ ରାଜନୀତି

ଓଡ଼ିଶା ଫାଷ୍ଟ (ବିଜୟ ସାହୁ): ବଡ଼ ବିଚିତ୍ର ନବୀନ ପଟ୍ଟନାୟକ ଙ୍କ ରାଜନୀତି । ୨୦୦୦ ରେ ବିଜୟ ମହାପାତ୍ରଙ୍କୁ କାଟିବାକୁ ଅତନୁ ମହାଶୟ ପ୍ରଜାତନ୍ତ୍ର ଛାଡି ପାଟକୁରା ରେ ପଶିଗଲେ । ଅବଶ୍ୟ ପାଟକୁରା ବାସୀ ଗ୍ରହଣ କଲେନି ଓ ହରେଇ ଦେଲେ । କିନ୍ତୁ ବିଜୟ ମହାପାତ୍ର ତ୍ରିଲୋଚନ ଙ୍କୁ ବହୁ ଭୋଟରେ…

ପୁଣି ରିମାଣ୍ଡରେ ଗଲା ଟିଟୋ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ପୋଲିସ ଟିଟୋକୁ ନେଇଥିବା ୨ଦିନିଆ ରିମାଣ୍ଡ ଅବଧି ସୋମବାର ଶେଷ ହେବା ପରେ ପୁଣି ଆଜି ମାର୍ଶାଘାଇ ପୋଲିସ ତାଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି । ୨୦୧୫ ମସିହା ମାର୍ଶାଘାଇ ଥାନା ଅଧୀନ ରାଜକିଶୋର ବେହେରା ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ଟିଟୋଙ୍କୁ…

ଚୋର ଧରିବାକୁ ଯାଇଥିବା ପୋଲିସକୁ ଉତ୍ତମ ମଧ୍ୟମ ଦେଲେ ଅଭିଯୁକ୍ତ ଙ୍କ ଘର ଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୋର ଧରିବାକୁ ଯାଇଥିବା ବେଳେ ପୋଲିସକୁ ହଟହଟା ହେବାକୁ ପଡିଛି । ଚୋରି ଘଟଣା ସମ୍ପର୍କରେ ଜଣଙ୍କୁ ପଚରାଉଚୁରା ବେଳେ ପୋଲିସକୁ ନିସ୍ତୁକ ପିଟିଛନ୍ତି ତାଙ୍କ ସମ୍ପର୍କୀୟ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ ଏକ ଘଟଣା ନଜରକୁ ଆସିଛି । ଭୁଇଁପୁର ଅଞ୍ଚଳରେ ଗତ…

ଛାତ୍ରୀଙ୍କୁ ଧକ୍କା ମାରିଲେ ପ୍ରଧାନଶିକ୍ଷକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ ମାରିବା ସହ ଫାଟକ ବାହାରକୁ ଧକ୍କା ମାରିବା ଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ପଞ୍ଚାୟତସ୍ଥିତ ତିଳେତ୍ତମାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜନୈକା ୫ମ ଶ୍ରେଣୀ…

ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲୀଙ୍କ ପ୍ରମୁଖ ସହଯୋଗୀ ତଥା ଶାର୍ପ ସୁଟର ବାବୁ ସାହୁ ଓରଫ ଭବାନୀଶଙ୍କର ସାହୁ(୨୮) ସୋମବାର ଭୋର ସମୟରେ ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ଟାଉନ ପୋଲିସ ର ଏନ୍‌କାଉଣ୍ଟର ର ଶିକାର ହୋଇଛନ୍ତି। ବାବୁଙ୍କ ଡାହାଣ ଗୋଡ଼…

ଫିଟୁଛି ନେତା ଓ ଗ୍ୟାଙ୍ଗଷ୍ଟାର ଗୁମର, ସିବିଆଇ ତଦନ୍ତ ପାଇଁ ସୁପାରିଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉଠିଲା ଗ୍ୟାଙ୍ଗଷ୍ଟାର ଟିଟୋକୁ ଦିଅ ହୋଇଥିବା ପେଟ୍ରୋଲ ପମ୍ପ ପ୍ରସଙ୍ଗ। ମାନିଲା ଆଇଓସିଏଲ ପେଟ୍ରୋଲ ପମ୍ପ ଆବଣ୍ଟନରେ ରହିଛି ତ୍ରୁଟି। ଆଇଓସିଏଲ ପକ୍ଷରୁ ସିବିଆଇ ତଦନ୍ତ ପାଇଁ କରାଯାଇଛି ସୁପାରିଶ। ଗ୍ୟାଙ୍ଗଷ୍ଟାର ଟିଟୋକୁ ପେଟ୍ରୋଲ ପମ୍ପ ଦେଲା କିଏ? ଏନେଇ…