Browsing Tag

Kendrapada

କେନ୍ଦ୍ରାପଡା ନହେଲେ ବୈଜୟନ୍ତ ଲଢ଼ିବେ କେଉଁଠୁ , ଜାଣନ୍ତୁ…..

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ବିଜେଡିରୁ ବିତାଡ଼ିତ ହେବାପରେ ବୈଜୟନ୍ତଙ୍କ ପରବର୍ତ୍ତୀ ରଣନୀତି ନେଇ ସାରା ଓଡ଼ିଶାର ନଜର ରହିଛି । କେନ୍ଦ୍ରାପଡ଼ା ଆସନରୁ ଲଗାତାର ଜିତି ଆସିଥିବା ବୈଜୟନ୍ତ କୁଆଡ଼େ ଯିବେ ସେଥିପାଇଁ କସରତ ଲାଗିରହିଛି । କେତେବେଳେ ବିଜେପିରେ ଯୋଗଦେବେ ତ କେତେବେଳେ…

ଉଦଘାଟନୀ ଉତ୍ସବରେ ମୁହାଁମୁହିଁ ହେଲେ କଂଗ୍ରେସ ଓ ବିଜେଡି କର୍ମୀ

ଓଡ଼ିଶାଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ୫କୋଟି ୬୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ମା ଓ ଶିଶୁ ଚିକିତ୍ସା ସୌଧ ଉଦ୍‌ଘାଟନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ନିଜ ଜିଲ୍ଲା କେନ୍ଦ୍ରାପଡ଼ା ଯାଇଥିଲେ । ଏହି ସମୟରେ ଉଭୟ ବିଜେଡି ଓ କଂଗ୍ରେସ ନେତାଙ୍କ ମଧ୍ୟରେ…

ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି …, ଦେଖନ୍ତୁ ଭିଡିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କଲେ କିଛି ମହିଳା । ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ମହିଳାମାନେ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ଏହାକୁ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ । ଏନେଇ ଅଭିଯୋଗ ହେବା…

ପୁତ୍ର ସନ୍ତାନ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଓ କନ୍ଧମାଳରେ ନାବାଳିକା ମାଆ ହେବା ଘଟଣା ରାଜ୍ୟର ନାଁ କୁ କଳଙ୍କିତ କରିଥିବା ବେଳେ ଏଭଳି ଆଉ ଏକ ଘଟଣା ନଜରକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳର ଜନୈକା ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ପରିବାର ଲୋକେ…

କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇପିସି ଧାରା ୩୭୭ ଅନୁଯାୟୀ ‘ସମଲିଙ୍ଗୀ ସମ୍ପର୍କ’ ଅପରାଧ ମୁକ୍ତ ବୋଲି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି । ଏହି ରାୟକୁ ଆଧାର କରି କେନ୍ଦ୍ରାପଡ଼ା ଜିଲ୍ଲାର ୨ ଯୁବତୀ ଶନିବାର ସମଲିଙ୍ଗୀ ବିବାହରେ ବାନ୍ଧି ହୋଇଛନ୍ତି । ପରସ୍ପରକୁ ଭଲ ପାଉଥିବା ଏହି ୨ ଯୁବତୀ…

ଡ଼ଙ୍ଗା ବୁଡି ୯ ମୃତ, ମୃତକ ଙ୍କ ପରିବାର କୁ ୪ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ନୂତନ ବର୍ଷ ର ଆରମ୍ଭ ହୋଇଛି ଏକ ଦୁଃଖଦ ଘଟଣାରୁ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀର ଶାଖା ଖୋଳାନଦୀ ବାଲିଘାଟଠାରେ ବୁଧବାର ସନ୍ଧ୍ୟାରେ ଏକ ଡଙ୍ଗା ବୁଡ଼ି ଯାଇଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ…

ବିବାହିତା ଭଉଣୀ ପାଇଁ ଭାଇ ନେଲା ମା’ ର ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମା’କୁ ହତ୍ୟା କଲା ପୁଅ । ଘରୋଇ କଳିରୁ ହେଲା ହତ୍ୟାକାଣ୍ଡ । ଭୁଜାଲି ରେ ପୁଅ ହତ୍ୟା କଲା ମା' କୁ । ଏଭଳି ଏକ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡାର ଡେରାବିଷ ଥାନା ଦୁମୁକା ଗାଁରେ । ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଡେରାବିଷ ଥାନା ଦୁମୁକା ଗାଁର ତୁଳସୀ ଓ…

ଜାତୀୟ ସାହସିକତା ପୁରସ୍କାର ପାଇବେ କେନ୍ଦ୍ରାପଡ଼ାର ସିତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟ ସାହସିକତା ପୁରସ୍କାର ପାଇବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ କଣ୍ଡିରା ପଞ୍ଚାୟତ କଣ୍ଡିରା ଗ୍ରାମର ମେଘନାଦ ମଲ୍ଲିକଙ୍କ ପୁଅ ସିତୁ(୧୫) । ଏ ନେଇ ନୁଆଦିଲ୍ଲୀସ୍ଥିତ ଭାରତୀୟ ଶିଶୁ ମଙ୍ଗଳ ପରିଷଦ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟକୁ ଚିଠି…

ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡାର ମହାକାଳପଡା ବ୍ଲକ ସରୁମୁହିଁଠାରେ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ମହାକାଳପଡା ଓ ମାର୍ଶାଘାଇ ବ୍ଲକର ୨ଶହ ଗାଁକୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିବ…

ଭକ୍ଷକ ସାଜିଲା ପୁଅ, ମା’ ବାପାଙ୍କ ସମେତ ୩ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମା’ ବାପା ପୁଅଟିଏ ପାଇଁ ଲକ୍ଷେ ଦେବାଦେବୀଙ୍କୁ ପୂଜା କରନ୍ତି । ସେମାନେ କିଭଳି ସୁରକ୍ଷା ଓ ଦୀର୍ଘାୟୁ କାମନା ମା’ ବାପା ମରିବା ପର୍ଯ୍ୟନ୍ତ ବି କରିଥାନ୍ତି । ଆଶା ଥାଏ କି ବୁଦ୍ଧାବସ୍ଥାରେ ସେହି ପୁଅ ସାହାରା ସାଜିବ । କିନ୍ତୁ ଅନେକ ସମୟରେ ମା’ ବାପାଙ୍କ ରକ୍ଷକ…