Browsing Tag

Kendrapada

ରାଜନୈତିକ କଳି , ଟିଟୋ ପଡିଲେ ବଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍ମାନ ଅଲ୍ଲୀଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ କାଲି ତାକୁ କେନ୍ଦ୍ରାପଡ଼ା ଏସ୍‌ଡିଜେମ୍‌ କୋର୍ଟରେ ହାଜର କରାଯାଇଥିଲା। ତେବେ ଅଧିକ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚ(ଏସ୍‌ଟିଏଫ୍‌) ଟିମ୍‌ ଆବେଦନ ନକରିବାରୁ ଟିଟୋଙ୍କୁ…

ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁଁ ନାବାଳକଙ୍କ ଜୀବନ ଗଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନକଲି ଡାକ୍ତର ବା କ୍ୱାକ୍‌ଙ୍କ ଚିକିତ୍ସା ଯୋଗୁଁ ଅନେକ ସମୟରେ ବହୁ ଅଘଟଣ ଘଟୁଥିବା ବେଳେ ଲୋକମାନେ ସଚେତନ ହେଉ ନଥିବା ଦେଖାଯାଉଛି। ତେବେ ଜଣେ କ୍ୱାକ୍‌ଙ୍କ ଚିକିତ୍ସା ଯୋଗୁଁ ରବିବାର ପ୍ରାଣ ହରାଇଛନ୍ତି ଜନୈକ ନାବାଳକ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିକଣା…

ଗ୍ୟାଙ୍ଗଷ୍ଟର ଟିଟୋକୁ ଏନକାଉଣ୍ଟର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଆଜି ଏନକାଉଣ୍ଟର କରାଯାଇଛି । ଏସଟିଏଫ ଡିଆଇଜି ହିମାଂଶୁ ଲାଲ ଙ୍କ ନେତୃତ୍ୱରେ ଏକ ଟିମ ଟିଟୋ ର ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ହୋଇଛି। ଟିଟୋର ବାମ ଗୋଡ଼ର ଆଣ୍ଠୁ…

ସହାରା ବଦଳରେ ବୋଝ ହେଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଅ ରୋଜଗାର କରି ଘରର ଆର୍ଥିକ ସ୍ଥିତି ସଜାଡ଼ିବାକୁ ମହାରାଷ୍ଟ୍ରର ପୁନେ ଯାଇଥିଲା। ମାତ୍ର ଦଇବ ତା ଭାଗ୍ୟ ରେ ଅନ୍ୟ କିଛି ଲେଖିଥିଲା। ସେ ମା' ବାପା ର ସହାରା କଣ ହେବ ବର୍ତ୍ତମାନ ସେ ତାଙ୍କ ଉପରେ ବୋଝ ହୋଇଯାଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା…

ବଜ୍ରପାତରେ ମା’ ଝିଅଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ସୋମବାର ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ବଜ୍ରପାତ ଘଟି ମା’ଝିଅଙ୍କ ମୃତ୍ୟୁ ଘଟିଛି। ସକାଳେ ମାଛ ଧରିବା ପାଇଁ ଗୋଟିଏ ପରିବାର ୪ ଜଣ ଡଙ୍ଗା ଯୋଗେ ଜମ୍ବୁ ନଦୀ କୂଳରୁ ହୁକଟୋଲାକୁ…

ମଦ ଦୋକାନ ପାଇଁ ମହିଳା ସରପଞ୍ଚଙ୍କୁ ମାଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ବଜାରରେ ଥିବା ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ନେଇ ଦାବି କରିବାରୁ ସ୍ଥାନୀୟ ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ମଦ ଦୋକାନ କର୍ମଚାରୀ ମାଡ଼ ମାରିଥିବା ଜଣାପଡିଛି। ଘଟଣା କ୍ରମେ କେନ୍ଦ୍ରାପଡା…