Browsing Tag

Kartik Aaryan

ପୁଣିଥରେ ଦେଖିବାକୁ ମିଳିବ କାର୍ତ୍ତିକ-କିଆରାଙ୍କ ରୋମାନ୍ସ; ଫିଲ୍ମ ସହ ରିଲିଜ ଡେଟ ହେଲା ଘୋଷଣା

ଫିଲ୍ମ 'ଭୁଲ ଭୁଲେୟାଁ ୨'ରେ କିଆରା ଆଡଭାନୀଙ୍କ ସହ ଜବରଦସ୍ତ ସଫଳତା ହାସଲ କରିଥିବା ଅଭିନେତା କାର୍ତ୍ତିକ ଆର୍ଯ୍ୟନ ପୁଣି ଥରେ ଧମାଲ ମଚାଇବାକୁ ପ୍ରସ୍ତୁତ ହେଉଛନ୍ତି । କିଆରା ଏବଂ କାର୍ତ୍ତିକଙ୍କ ଆଗାମୀ ଚଳଚ୍ଚିତ୍ର 'ସତ୍ୟ ପ୍ରେମ କି କଥା' ର ରିଲିଜ୍ ତାରିଖ ଘୋଷଣା କରାଯାଇଛି ।…