ରାଜନୈତିକ ମହଲରେ ଚର୍ଚ୍ଚା, ରୂପେଶ ଭଦ୍ର କେଉଁ ଦଳର ବଜେପିର ନା ବିଜେଡ଼ିର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ସ୍ମିତାରାଣୀଙ୍କ ହତ୍ୟା ଅଭିଯୋଗରେ ଆଜି ଗିରଫ କରିଛି ପୋଲିସ । ଧର୍ମଶାଳା ବ୍ଲକ ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ…