ଏଥର ଭାଙ୍ଗିବ ୫୦ ବର୍ଷର ପରମ୍ପରା; ପୁରୁଷ ବଦଳରେ ମହିଳା କରିବେ ରାବଣ ଦହନ
ବଦଳିବ ୫୦ ବର୍ଷର ପରମ୍ପରା । ଏଥର ରାବଣ ପୁରୁଷ ନୁହଁନ୍ତି ଜଣେ ମହିଳା ପୋଡିବେ । ଆଜ୍ଞା ହଁ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏଥର ରାମଲୀଳା ମୈଦାନରେ ଆୟୋଜିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇ ରାବଣ ଦହନ କରିବେ । ଏନେଇ କଙ୍ଗନା ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।…