କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୧ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଦ୍ଵାରା ଉଦଯାପିତ
ଭୁବନେଶ୍ୱର ୧୩।୧୨: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ସହରାଞ୍ଚଳ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କଳିଙ୍ଗ ସାହିତ୍ୟ ମହୋତ୍ସବର ଅଷ୍ଟମ ସଂସ୍କରଣକୁ ରବିବାର ସଂଧ୍ୟାରେ ଉଦଯାପିତ କରିଛନ୍ତି। ଏହି ଅବସରରେ ସେ ସମସ୍ତ କୋଭିଡ୍ ପ୍ରୋଟୋକଲ ସହିତ ମହୋତ୍ସବର ଆୟୋଜନ କରିଥିବାରୁ…