Browsing Tag

Kabul sirij

କାବୁଲ ସିରିଜ ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୭୨କୁ ବୃଦ୍ଧି, ୧୪୦ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାବୁଲ ବିମାନ ବନ୍ଦର ନିକଟରେ ସିରିଜ୍ ବିସ୍ଫୋରଣ। ବିସ୍ପୋରଣରେ ମୃତ୍ୟୁ ସଂଖ୍ୟା ୭୨ କୁ ବୃଦ୍ଧି ପାଇଛି। ୧୪୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣରେ ୧୨ ଆମେରିକୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଅତିକମରେ ୬୦ ଜଣ ଗୁରୁତର ଆହତ ଅବସ୍ଥାରେ…