ଶୀଘ୍ର ବୁଢ଼ା କରେ ଏହି ଖାଦ୍ୟ, ତୁରନ୍ତ ଦୂର କରନ୍ତୁ
ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହିଁଥାନ୍ତି । ତେବେ କିଛି ଭୂଲ ଆଦତ ଯୋଗୁ ଲୋକେ ଶୀଘ୍ର ବୁଢ଼ା ଦେଖା ଯାଆନ୍ତି । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଖାଦ୍ୟରେ କିଛି ଜିନିଷ ଚର୍ମକୁ ସମୟ ପୂର୍ବରୁ ବୁଢ଼ା କରିଦେଇଥାଏ । ଯେଉଁଥିପାଇଁ ଚେହେରା ଶୁଖା ଦେଖାଯାଇଥାଏ । ବିଶେଷକରି ଆପଣଙ୍କ ଚର୍ମକୁ ଚମକଦାର…