ଅଫିସ ଆଗରେ ପ୍ରେମିକାକୁ ୧୬ ଥର ଛୁରୀ ଭୁଶିଲା ନୃଶଂସ ପ୍ରେମିକ
ଅଫିସ ଆଗରେ ପ୍ରେମିକାକୁ ହତ୍ୟା । ୧୬ ଥର ଛୁରୀ ଭୁଶି ହତ୍ୟା କଲା ନୃଶଂସ ପ୍ରେମିକ । ଘଟଣା ଘଟିଛି ବେଙ୍ଗାଲୁରୁ ମୁରୁଗେସପଲ୍ୟାରେ । ମୃତ ଯୁବତୀ ହେଲେ ଆନ୍ଧ୍ରପ୍ରଦେଶ କାକିନାଡାର ଲୀଲା ପବିତ୍ରା । ଲୀଲା ବେଙ୍ଗାଳୁରୁରେ ଓମେଗା ହେଲ୍ଥ କେୟାର ମ୍ୟାନେଜମେଣ୍ଟ ସର୍ଭିସରେ କାର୍ଯ୍ୟ କରୁଥିଲେ ।…