ଅଭିନେତ୍ରୀଙ୍କ ହାତ ଧରିଲେ ନେତା, ରାଜ୍ୟରେ ଚର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାହା ଶୁଣାଯାଉଥିଲା ତାହା ସତ ହେଲା। ଓଲିଉଡ ଅଭିନେତ୍ରୀ ତଥା ବଙ୍ଗୀୟ ସୁନ୍ଦରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ରାଜନେତାଙ୍କର ଘରର ବୋହୂ ହୋଇଛନ୍ତି। ଝିଲିକ୍ ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ପୁଅ ପ୍ରୀତିରଞ୍ଜନ…