ଜେଇ ମେନ ସିଭିଲ ପ୍ରଶ୍ନପତ୍ର ଡିଲ୍ ମାମଲା, ପ୍ରିଣ୍ଟିଂ ପ୍ରେସରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର
ଜେଇ ମେନ ସିଭିଲ ପ୍ରଶ୍ନପତ୍ର ଡିଲ୍ ମାମଲା। ପ୍ରିଣ୍ଟିଂ ପ୍ରେସରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର। କୋଲକାତାର ଏକ ପ୍ରେସ କର୍ମଚାରୀଙ୍କ ସହଯୋଗରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଯେକୌଣସି ପରୀକ୍ଷାର ପ୍ରଶ୍ନପତ୍ର ମିଳିଲେ ତାକୁ ଲିକ୍ କରୁଥିଲେ ଅଭିଯୁକ୍ତ। ମାଷ୍ଟରମାଇଣ୍ଡର ସଂପର୍କୀୟ ହେଉଛି…