କିଟ୍ରେ ଜାପାନ ଫିଲ୍ମ ଫେଷ୍ଟିଭଲ୍ ଉଦ୍ଘାଟିତ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଟ୍ ପରିସରରେ ଆଜିଠାରୁ ଆରମ୍ଭ ହୋଇଛି ଜାପାନ ଚଳଚ୍ଚିତ୍ର ମହୋତ୍ସବ। ଦ୍ୱିତୀୟ ଥର ପାଇଁ ଏହି ଜାପାନ ଚଳଚ୍ଚିତ୍ର ମହୋତ୍ସବ କିଟ୍ ପରିସରରେ ଅନୁଷ୍ଠିତ ହେଉଛି। କୋଲକାତାସ୍ଥିତ ଜାପାନ କନ୍ସୁଲେଟ୍, ଜାପାନ ଫାଉଣ୍ଡେସନ୍ ଓ ଫେଡେରେସନ୍ ଅଫ୍ ଫିଲ୍ମ…