ଭଡ଼ାଘରୁ ମିଳିଲା ୧୩ ଲକ୍ଷର ଜାଲ୍ ନୋଟ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଡ଼ାଘରୁ ମିଳିଲା ପୁଳାପୁଳା ଜାଲ୍ ନୋଟ୍ । ଯାହାର ମୂଲ୍ୟ ପ୍ରାୟ ୧୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଯାଜପୁର ଜିଲ୍ଲା ସନ୍ତ ମାଧବ ନିକଟର ଏକ ଭଡ଼ା ଘରୁ ମିଳିଛି ଏତେ ପରିମାଣର ଟଙ୍କା । ଟାଉନ୍ ଥାନା ପୋଲିସ ଟଙ୍କା ସବୁକୁ ଜବତ କରି ଛାନ୍ଭିନ୍ ଆରମ୍ଭ…