Browsing Tag

jaban nikhoj

ଘରକୁ ଆସୁଥିବା ବେଳେ ଅଧା ବାଟରେ ଟ୍ରେନ୍‌ରୁ ନିଖୋଜ ହୋଇଗଲେ CRPF ଯବାନ

ଟ୍ରେନ୍‌ରୁ କୁଆଡ଼େ ନିଖୋଜ ହୋଇଗଲେ ଯବାନ। ପୋଷ୍ଠି ପଏଣ୍ଟରୁ ଘରକୁ ଆସୁଥିବା ବେଳେ ଅଧା ବାଟରୁ କୁଆଡ଼େ ନିଖୋଜ ହୋଇଯାଇଛନ୍ତି ଯବାନ। ଟ୍ରେନ୍‌ ଭିତରୁ ଯବନା ନିଖୋଜ ହୋଇଯିବା କଥା ଏବେ ଚର୍ଚ୍ଚାର ବିସୟ ପାଲଟିଛି। ନାଗାଲାଣ୍ଡରେ ସିଆରପିଏଫ୍‌ ଯବାନ ଭାବେ କାର୍ଯ୍ୟରତ ଯବାନ ଥିଲେ ସେ।…