ଚନ୍ଦ୍ରପୃଷ୍ଠରେ ଚାଲିଲା ରୋଭର ପ୍ରଜ୍ଞାନ, ଇସ୍ରୋ ଜାରି କଲା ପ୍ରଥମ ଭିଡିଓ…
ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ କାର୍ଯ୍ୟ ଆରମ୍ଭ କରି ଦେଇଛି ଚନ୍ଦ୍ରଯାନ-୩। ଚନ୍ଦ୍ରପୃଷ୍ଠରେ ଠିକ୍ ଭାବେ କାମ କରୁଛି ରୋଭର ପ୍ରଜ୍ଞାନ । ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରୁଥିବା ବେଳର ଭିଡିଓ ଜାରି କଲା ଇସ୍ରୋ । ଲ୍ୟାଣ୍ଡର କ୍ୟାମେରାରୁ ଉତ୍ତୋଳନ କରାଯାଇଛି ଏହି ଭିଡିଓ ।…