ପାକିସ୍ତାନ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଯୁବକ ଗିରଫ
ପାକିସ୍ତାନ ଏଜେଣ୍ଟକୁ ଓଟିପି ସେୟାର କରିବା ଘଟଣାରେ ୩ ଜଣଙ୍କୁ ଗିରଫ କଲା ଏସଟିଏଫ୍। ଆଇ.ଟି.ଆଇ ଟିଚର୍ ସମେତ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ ଫୋନ, ୪୭ ଟି ସିମ୍ କାର୍ଡ, ୬୧ ଟି ଏଟିଏମ୍ କାର୍ଡ, ୨୩ ଟି ସିମ୍ କଭର ଜବତ ହୋଇଛି।
ସୂଚନାନୁଯାୟୀ, ଗିରଫ…