ଆପଣଙ୍କ ପିଲା ମୋବାଇଲ ପାଇଁ ଅଧିକ ଜିଦି କରୁଛି କି ? ଏହି ଉପାୟରେ ଦୂର ହେବ ସମସ୍ୟା
ଆଜିର ସମୟରେ ମୋବାଇଲ ଗୋଟିଏ ଏଭଳି ଜିନିଷ ଯାହା ବିନା କେହିବି ଚଳିବା ଅସମ୍ଭବ ଅଟେ l ବିଶେଷ ଭାବରେ ଦେଖିବାକୁ ଗଲେ ଛୋଟ ପିଲା ମାନେ ଅଧିକ ସମୟ ମୋବାଇଲ ସହିତ ବ୍ୟସ୍ତ ରହୁଛନ୍ତି l ଯେଉଁ କାରଣରୁ ସେମାନେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି l ଯେପରିକି ପିଲାମାନେ ସାମାଜିକ ହୋଇ ପାରୁ…