ଏହି କାରଣରୁ ସମ୍ପର୍କରେ ମିଳିଥାଏ ଧୋକା? ଯଦି ଆପଣ ମଧ୍ୟ ଏହି ଲକ୍ଷଣ ଦେଖୁଛନ୍ତି ହୋଇଯାନ୍ତୁ ସତର୍କ
ଯେକୌଣସି ସମ୍ପର୍କରେ ପ୍ରେମ ଏବଂ ସମ୍ମାନ ସହିତ ବିଶ୍ୱାସ ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି କୌଣସି ସମ୍ପର୍କରେ ବିଶ୍ୱାସ ନଥାଏ, ତେବେ ତାହା ଅଧିକ ଦିନ ଚାଲେ ନାହିଁ । ଯେତେବେଳେ ସମ୍ପର୍କରୁ ଯଦି ବିଶ୍ୱାସ ଚାଲି ଯାଏ, ସେତେବେଳେ ସମ୍ପର୍କ ଭାଗିବାରୁ କେହି ମଧ୍ୟ ବଞ୍ଚି ପାରିବେ ନାହିଁ ।…