ଗ୍ୟାସ ହେଉଛି କି ? ରୁଟି ବନାଇବା ସମୟରେ ଅଟାରେ ମିଶାନ୍ତୁ ଏହି ସାମଗ୍ରୀ, ଦୂର ହେବ ସମସ୍ୟା
ଆଜିକାଲି ଅଧିକାଂଶ ଲୋକଙ୍କୁ ଗ୍ୟାସ ଭଳି ସମସ୍ୟା ଦେଖାଦେଉଛି। କାରଣ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ନା କେହି ଭଲଭାବେ ଖାଇପାରୁଛନ୍ତି ନା ଶୋଇ ପାରୁଛନ୍ତି। ଏମିତି କି ଠିକ ଢ଼ଙ୍ଗରେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରୁନାହାନ୍ତି କି ଖାଇବା ପିଇବା ପ୍ରତି ଦୃଷ୍ଟି ବି ଦେଉ…