Browsing Tag

Irfan Pathan steals limelight in trailer of his debut film Cobra

କ୍ରିକେଟ୍ ପରେ ଏବେ ଅଭିନୟ କରିବେ ଇରଫାନ୍ ପଠାନ୍; ଦେଖନ୍ତୁ ଟ୍ରେଲର

କ୍ରିକେଟ୍ ପଡ଼ିଆ ପରେ ଏବେ ବଡ ପରଦାରେ ଦେଖାଦେବେ ଇରଫାନ୍ ପଠାନ୍ । ତାମିଲ ଫିଲ୍ମ 'କୋବ୍ରା' ସହିତ ସେ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି। ଯାହାର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ତାଙ୍କୁ ଜଣେ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିଛି। ଅଜୟ ଜୟନମୁଥୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ…