Browsing Tag

International

ଲେବାନନ୍ ହ୍ରଦ କୂଳରେ ଲାଗିଲେ ୪୦ ଟନ୍ ମଲାମାଛ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲେବାନନର କ୍ୱାରାଉନ୍ ହ୍ରଦକୂଳରେ ପ୍ରାୟ ୪୦ ଟନ ଓଜନର ମଲା ମାଛ ଜମା ହୋଇଥିବା ଦେଖାଯାଇଛି। ଫଳରେ ଏଥିରୁ ନିର୍ଗତ ପଚାଗନ୍ଧ ଯୋଗୁଁ ଆଖପାଖ ଅଞ୍ଚଳର ବାୟୁମଣ୍ଡଳ ପ୍ରଦୂଷିତ ହେଉଥିବା ଜଣାପଡିଛି। ଲେବାନନର ଦୀର୍ଘତମ ନଦୀ ଲିଟାନିର ପାଣି ଅତ୍ୟନ୍ତ ପ୍ରଦୂଷିତ ହୋଇଥିବା…

ମଙ୍ଗଳ ଗ୍ରହରେ ନାସା ହେଲିକପ୍ଟରର ତୃତୀୟ ଉଡ଼ାଣ ସଫଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟର ତୃତୀୟ ଥର ପାଇଁ ସେଠାରେ ଉଡ଼ାଣ କରିଛି। ଏହି କ୍ଷୁଦ୍ର ହେଲିକପ୍ଟର ‘ଇନଜେନ୍ୟୁଇଟି’ ପୂର୍ବାପେକ୍ଷା ଦ୍ରୁତଗତିରେ ଉଡ଼ାଣ କରିବା ସହ ଅଧିକ ଦୂର ଅତିକ୍ରମ କରିଛି। ଏହା…

ରୁଷିଆକୁ ଆମେରିକାର ଚେତାବନୀ : ନାଭାଲନୀଙ୍କ ମୃତ୍ୟୁ ହେଲେ ସାଂଘାତିକ ହେବ ପରିଣାମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷିଆରେ ଅନଶନ ଚଳାଇଥିବା କ୍ରେମଲିନ ସମାଲୋଚକ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ହେଲେ ରୁଷିଆକୁ ତା’ର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଜ୍ୟାକ୍ ସୁଲିଭାନ୍ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରୁଷିଆ ରାଷ୍ଟ୍ରପତି…

୧୦ ସୈନ୍ୟଙ୍କୁ ଗୁଳିକରି ହତ୍ୟାକଲେ ଅଜଣା ବନ୍ଧୁକଧାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନାଇଜେରିଆର ବେନ୍ୟୁ ସହରରେ ଅଜଣା ବନ୍ଧୁକଧାରୀ ଶୁକ୍ରବାର ୧୦ ଜଣ ସୈନ୍ୟଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ତେବେ ଏହି ଘଟଣା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ସାଧାରଣତଃ ବେନ୍ୟୁ ସହରରେ ଯାଯାବର ସଂପ୍ରଦାୟ ଓ କୃଷକଙ୍କ ମଧ୍ୟରେ ରକ୍ତାକ୍ତ…

ତାଇୱାନରେ ଟ୍ରେନ ଲାଇନଚ୍ୟୁତ, ୪୮ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ତାଇୱାନର ଟୋରୋକୋ ଜର୍ଜ ସହରରେ ଶୁକ୍ରବାର ଏକ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହେବାଫଳରେ ୪୮ ଜଣ ପ୍ରାଣ ହରାଇଥିବାବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଏକ ଟନେଲରୁ ବାହାରୁଥିବାବେଳେ ଉକ୍ତ ଟ୍ରେନ୍ଟି ରେଳଧାରଣା ଉପରେ ଅଟକିଥିବା ଏକ ଟ୍ରକ୍କୁ ଧକ୍କା ଦେବାପରେ ଲାଇନଚ୍ୟୁତ…

ସୋମାଲିଆରେ କାର୍ ବୋମା ବିସ୍ଫୋରଣ, ୨୦ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆର ରାଜଧାନୀ ମୋଗାଡିସୁ ସହରର ଏକ ରେସ୍ତୋରାଁ ନିକଟରେ ଶୁକ୍ରବାର ରାତିରେ କାର୍ ବୋମା ବିସ୍ଫୋରଣ ଘଟି ୨୦ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା…

ଆମେରିକାକୁ ଚିନ୍ତାରେ ପକାଇଲା ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତର ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଆମେରିକାକୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଲାଗୁଛି କି, ଯଦି ଭାରତ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଉପରେ ଅଧିକ ଜୋର ଦିଏ ତେବେ ଦ୍ୱିପାକ୍ଷିକ ବ୍ୟାପାର ପ୍ରଭାବିତ…

ପାଙ୍ଗଗଙ୍ଗ୍ ହ୍ରଦ ନିକଟରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର ସୁଦ୍ଧା ପୂର୍ବ ଲଦାଖସ୍ଥିତ ପାଙ୍ଗଗଙ୍ଗ୍ ହ୍ରଦର ଉଭୟ ପାଶ୍ୱର୍ରୁ ଭାରତ ଓ ଚୀନ୍ ନିଜର ସେନା, ଯୁଦ୍ଧାସ୍ତ୍ର ସମ୍ପୂର୍ଣ୍ଣଭାବେ ପ୍ରତ୍ୟାହାର କରିଥିବା ଜଣାପଡିଛି। ଫଳରେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖାରେ ଉପୁଜିଥିବା…

ମ୍ୟାଁନମାର ରାଷ୍ଟ୍ରପତି ଅଙ୍ଗ୍ ସାନ୍ ସୁକି ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମ୍ୟାଁନମାରରେ ସେନା କ୍ଷମତା ଦଖଲ କରିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ପରାମର୍ଶଦାତା ଅଙ୍ଗ୍ ସାନ୍ ସୁକିଙ୍କ ସମେତ ଶାସକ ଦଳ ମ୍ୟାଁନମାର ନ୍ୟାସନାଲ୍ ଲିଗ୍ ଫର ଡେମୋକ୍ରାସି (ଏନଏଲଡି)ର ବହୁ ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଛି। ଏନଏଲଡିର ମୁଖପାତ୍ର ମ୍ୟୋ…

୧୧ ଇରାକୀ ଯୋଦ୍ଧାଙ୍କୁ ହତ୍ୟା କଲା ଆଇଏସ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଇଏସ୍ ଆତଙ୍କବାଦୀମାନେ ଶନିବାର ଇରାକର ତିକ୍ରିତ୍ ସହରରେ ୧୧ ଜଣ ସରକାରୀ ଯୋଦ୍ଧାଙ୍କୁ ହତ୍ୟା କରିଛନ୍ତି। ଇରାକ ସରକାରଙ୍କ ଦ୍ୱାରା ପରିଚାଳିତ ‘ହାସେଦ୍ ଅଲ୍ ସାବି’ ବାହିନୀର ଏହି ନିହତ ଯୋଦ୍ଧାଙ୍କ ମଧ୍ୟରେ ଜଣେ ବ୍ରିଗେଡ କମାଣ୍ଡର ସାମିଲ ଥିବା ଜଣାପଡିଛି। ଦୁଇଦିନ…