Browsing Tag

Infiltration attempt of Pakistani terrorists caught; Watch the video

ଧରା ପଡିଲା ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସ; ଦେଖନ୍ତୁ ଭିଡିଓ

ଧରା ପଡିଲା ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସ । ତେବେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭଣ୍ଡୁର କଲେ ଭାରତୀୟ ଯବାନ । ଅନୁପ୍ରବେଶ କରୁଥିବା ୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ଯବାନ। ଆତଙ୍କବାଦୀମାନେ ଅନୁପ୍ରେବଶ କରୁଥିବା ଭିଡିଓ ମଧ୍ୟ…