Browsing Tag

India will become a global guru under Modi’s leadership by winning 4 elections: Dr. Hemant Biswasharma

୪୦୦ଆସନ ଜିତି ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱଗୁରୁ ହେବ : ଡଃ. ହେମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପ୍ରଧାନମନ୍ତ୍ରୀ କାହିଁକି ୪୦୦ ସିଟ୍ ଚାହୁଁଛନ୍ତି, ଏହାକୁ ନେଇ ବିରୋଧୀ ମାନେ ଗୋଟିଏ ମିଛ ନ୍ୟାରେଟିଭ ତିଆରି କରିଛନ୍ତି । ମୋଦି ସମ୍ବିଧାନ ବଦଳାଇବା ଚାହୁଁଛନ୍ତି, ତେଣୁ ୪୦୦ ସିଟ୍ ଦରକାର କରୁଛନ୍ତି ବୋଲି ବିରୋଧୀମାନେ ନ୍ୟାରେଟିଭ୍ କରିଛନ୍ତି ।…