ଷ୍ଟାଡ଼ିୟମରେ ଛିଡ଼ା ହୋଇ ଦର୍ଶକ ଦେଖିବେ ଭାରତ-ପାକିସ୍ତାନ ମ୍ୟାଚ
ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ବିଶ୍ବକପ ଟ୍ବେଣ୍ଟି୨୦ ଭାରତ-ପାକିସ୍ତାନ ହାଇପ୍ରୋଫାଇଲ ମ୍ୟାଚ। ତେବେ ଏହି ମ୍ୟାଚ ଲାଗି ସାଧାରଣ ଦର୍ଶକଙ୍କ ପାଇଁ ଉପଲବ୍ଧ ହୋଇଥିବା ଟିକେଟ ମାତ୍ର ୫ ମିନିଟ୍ରେ ଶେଷ ହୋଇଯାଇଥିଲା। ଏଥିପାଇଁ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ…