Browsing Tag

India china

ଭାରତ-ଚୀନ୍ ସେନା ମୁହାଁମୁହିଁ, ଭାରତ ସୀମାରେ ପଶିଲେ ୨୦୦ ଚୀନ ସୈନ୍ୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଲଦାଖ ପରେ ବର୍ତ୍ତମାନ ଅରୁଣାଚଳରେ ଦୁଇଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଅରୁଣାଚଳରେ ନିୟନ୍ତ୍ରଣ ରେଖାଠାରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା ।…