Browsing Tag

Independent India’s first voter

ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରନ ନେଗୀଙ୍କ ପରଲୋକ

ସ୍ୱାଧୀନ ଭାରତର ପ୍ରଥମ ଭୋଟର ଭାବେ ଗୌରବ ଅର୍ଜନ କରିଥିବା କିନ୍ନୌରର ଶ୍ୟାମ ସରନ ନେଗୀଙ୍କ ପରଲୋକ ହୋଇଛି । ୧୦୬ ବର୍ଷ ବୟସରେ ନେଗୀଙ୍କ ପରଲୋକ ହୋଇଛି । ହିମାଚଳପ୍ରଦେଶର କାଲପା ବାସଭବନରେ ସେ ସବୁଦିନ ପାଇଁ ଆଖିବୁଜିଛନ୍ତି । ୧୯୫୧ ପ୍ରଥମ ସାଧାରଣ ନିର୍ବାଚନରେ ସେ ପ୍ରଥମ ଭୋଟ୍ ଦେଇଥିଲେ ।…