ଆଇଆଇଏମସିରେ ସ୍ୱାଧୀନତା ଦିବସ, ‘ଦେଶର ଗତି କୁଆଡ଼େ – ସମୀକ୍ଷା କରିବାର ସମୟ ଆସିଛି’
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ପୂରିଲା । ଗତ ୭୫ ବର୍ଷ ଧରି ଆମର ଗତି କୁଆଡ଼େ, ଆମେ କେତେ ଉନ୍ନତି କଲେଣି, କେଉଁ କ୍ଷେତ୍ରରେ ଏବେବି ପଛରେ ପଡି଼ଛନ୍ତି- ଏ ସବୁକୁ ନେଇ ଏବେ ସମୀକ୍ଷା କରିବାର ସମୟ ଆସିଛି । ପୁଣି ତାକୁ ନେଇ ଆଗାମୀ ଦିନରେ କାମ କରିବାର ଆବଶ୍ୟକତା…