5 ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ
ଓଡିଶା ଫାଷ୍ଟ( ବ୍ୟୁରୋ): 2020 ବଜେଟରେ କେନ୍ଦ୍ର ସରକାର ମଧ୍ୟବିତ୍ତ ପରିବାର ପାଇଁ ଖୁସି ଖବର ଆଣିଦେଇଛନ୍ତି। ସରକାର ଆୟକର ଛାଡ଼ ସୀମା ବୃଦ୍ଧି କରିଛନ୍ତି। 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ ଘୋଷଣା ହୋଇଛି। ଅନ୍ୟପଟେ 5 ଲକ୍ଷରୁ 7.5 ଲକ୍ଷ ଟଙ୍କା ବାର୍ଷିକ ଆୟ ପାଇଁ 10% ଆୟକର…