Browsing Tag

In the hands of the police

ପୁଲିସ୍ ହାତରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ, ୨୩ ବାଇକ ଜବତ

ରାଜଧାନୀରେ ମାତିଛନ୍ତି ରୟାଲ ଏନଫିଲଡ଼ ବୁଲେଟ ଚୋର । ଭୁବନେଶ୍ୱର, କଟକ, ବୌଦ୍ଧ , ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ୨୩ ଦାମୀ ବାଇକ ଜବତ କରାଯାଇଛି । ୩ ଜଣ ଆନ୍ତଃରାଜ୍ୟ ବାଇକ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ୨୩ ଦାମୀ ବାଇକ ମଧ୍ୟରୁ ୧୪ ଟି ବୁଲେଟ ମଟରସାଇକେଲ…