ତୈଳ ଦର ବୃଦ୍ଧି ଯୋଗୁ ପ୍ୟାରିସ୍ ରାଜରାସ୍ତା ରଣକ୍ଷେତ୍ର, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ଦେଶବାସୀ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁଙ୍କ ଜନବିରୋଧୀ ନୀତିକୁ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ଦେଶବାସୀ । ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ରାଜରାସ୍ତା ରଣକ୍ଷେତ୍ର ପାଲଟିଛି । ସବୁଆଡେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା, ଜଳାପୋଡ଼ା କରି ଦେଶବାସୀ ବିକ୍ଷୋଭ…