ମଦ ପାଇଁ ମହାଭାରତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୋଟେଲରେ ମଦ ବିକ୍ରିକୁ ନେଇ ମହିଳାମାନେ ହୋଟେଲ ପଶି ଭଙ୍ଗାରୁଜା କରିବା ସହ ହୋଟେଲ ଭିତରେ ନିଆଁ ଲଗାଇଦେଇଛନ୍ତି । ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଖଇରା ଥାନା କୋଚିଆକୋଇଲି ଅଞ୍ଚଳରେ । ସ୍ଥାନୀୟ ଏକ ହୋଟେଲରେ ଦୀର୍ଘ ଦିନ ଧରି ବେଆଇନ ଭାବେ ମଦ କାରବାର…