ମୂଷା ଯନ୍ତାରେ ନାଗସାପ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୂଷାଙ୍କ ଠାରୁ ରକ୍ଷା ପାଇବାକୁ ବସିଥିଲା ଯନ୍ତା ମାତ୍ର ଫସିଗଲା ନାଗସାପ । ହଁ ଆଜ୍ଞା ଏମିତି ଘଟଣା ଘଟିଛି ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ଆମ୍ରି ହସ୍ପିଟାଲର କ୍ୟାଣ୍ଟିନରେ ମୂଷା ଙ୍କ ଉପଦ୍ରବ ବଢି ଯିବାରୁ ସେମାନଙ୍କ ଠାରୁ…